Random Posts

Cuttack psycho Killer Surag Paila Commissionerate police


ସାବଧାନ !!! ସାବଧାନ !!! ସାବଧାନ !!! ସାବଧାନ 


ଏବେ କଟକ,ଭୁବନେଶ୍ୱର ଓ ପୂର୍ବ-ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ରେ ବୁଲୁଛନ୍ତି କିଛି psycho Killer ( ମାନସିକ ଭାରସାମ୍ୟ ହରାଇଥିବା ହତ୍ୟାକାରୀ ) ଯେଉଁମାନେ କି ବାହାର ଜିଲ୍ଲା ରୁ ଆସିଥିବା ଶ୍ରମିକ ଓ କର୍ମଜୀବି ବ୍ୟକ୍ତି ମାନଙ୍କୁ ହତ୍ୟା କରୁଛନ୍ତି ଏତ୍ ପର୍ଯ୍ୟନ୍ତ
#କଟକ ରେ 4 ଜଣ
#ଜଗତସିଂହପୁର ରେ 2 ଜଣ
#ଭୁବନେଶ୍ୱର ରେ 2 ଜଣଙ୍କ
ହତ୍ୟା କରିଛନ୍ତି !
Cuttack re Mati thiba psycho Killer Dharichhi କମିସନେରେଟ ପୋଲିସ...
Police Ra kahiba Katha je Jane manasika rogi ahebhaki ହତ୍ୟା Karuchhi (Scb) medical re se manasika rogi 2 year hela chikeseya hauthila se he avali ହତ୍ୟା karuchhi hela Jane bula bikali Ku b Dhari police pachara uchara karuchhi hela apana mane
ସାବଧାନ  Ruhantu jadi kounasi loka upare sandhaya hauchhi Neka tare thiba Police station re janatu...
* ଘରକୁ 10ଟା ପୂର୍ବରୁ ପହଞ୍ଚିବାକୁ ଚେଷ୍ଟା କରନ୍ତୁ ।
* ବାହାରେ ରାତ୍ରି ଯାପନ କରନ୍ତୁ ନାହିଁ ।
* ରାତିରେ ରେଳଯାତ୍ରା କରୁଥିଲେ ଷ୍ଟେସନ ଭିତରେ ରୁହନ୍ତୁ ।
* ରାତ୍ରି ରେ ଏକା ବାହାରକୁ ଆସନ୍ତୁ ନାହିଁ ।

Post a Comment

0 Comments